ଆଧାର କାର୍ଡ ଅପଡେଟ ଯଥାଶୀଘ୍ର କରାଇନିଅନ୍ତୁ , ଡିସେମ୍ବର ୧୪ ତାରିଖ ଏହାର ଶେଷ ଦିନ।

ଆଧାର କାର୍ଡଧାରୀ ମାନଙ୍କୁ ଜଣାଇଦିଆଯାଉଅଛି ଯେ, ବହୁତ ଶୀଘ୍ର ଶେଷ ହେବାକୁ ଯାଉଅଛି ମାଗଣାରେ କରୁଥିବା ଆଧାର କାର୍ଡ ଅପଡେଟ ର ସମୟସୀମା ।ଏହି କାର୍ଯ୍ୟ ଡିସେମ୍ବର ୧୪ ତାରିଖ ଦିନ ଶେଷ ହେବାକୁ ଯାଉଅଛି। ଯଦି ଆପଣଙ୍କର ଆଧାର କାର୍ଡ ର ସମୟସୀମା ୧୦ ବର୍ଷ ବର୍ଷ ରୁ ଅଧିକ ହୋଇଯାଇଥାଏ ତେବେ ଯଥାଶୀଘ୍ର ଅପଡେଟ କରାଇନେବା ଆବଶ୍ୟକ।ଆଧାର କାର୍ଡ ର ବିବରଣୀ କୁ ମାଗଣାରେ ଅପଡେଟ କରିବା ପାଇଁ ଚାହୁଁଥିଲେ ଯଥାଶୀଘ୍ର ୟୁଆଇଡିଏଆଇ ୱେବସାଇଟ କୁ ଯାଇ ତୁରନ୍ତ କରାଇନେବା ଆବଶ୍ୟକ।ୟୁଆଇଡିଏଆଇ ଧାର୍ୟ୍ୟ ସମୟ ମଧ୍ୟରେ ଆଧାର କାର୍ଡର ସବିଶେଷ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି |ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ମାଗଣାରେ ଆଧାର ଅପଡେଟ ପାଇଁ ୧୪ ଡିସେମ୍ବର ୨୦୨୪ କୁ ବଢ଼ାଇଥିଲେ କିନ୍ତୁ ବର୍ତ୍ତମାନ ଏହି ସମୟସୀମା କୁ ଆଉ ବଢାଯିବାର ଆଶା ଖୁବ୍ କମ୍ ଅଛି ।ତେଣୁ ଆଧାର କାର୍ଡ ଅପଡେଟ ଯଥାଶୀଘ୍ର କରାଇ ନିଅନ୍ତୁ।

  • Related Posts

    ଆଉ ନାହାନ୍ତି ସର୍ଦ୍ଧାର ଜି ଭାରତ ହରେଇଲା ତା’ର ଅମୂଲ୍ୟ ରତ୍ନ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ 92 ବର୍ଷ ବୟସରେ ଦେହାନ୍ତ କରିଛନ୍ତି ।

    ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ଦେହାନ୍ତ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେ 92 ବର୍ଷ ବୟସରେ…

    ବର୍ଡର-ଗାଭାସ୍କର ଟ୍ରଫି ରୁ ଆହାତ ଜନିତ ସମସ୍ୟା ପାଇଁ ମହମ୍ମଦ ସାମି ବାଦ : ବିସିସିଆଇ

    ସମସ୍ତ କଳ୍ପନାଜଳ୍ପନା ଏବଂ ବ media ୁଥିବା ଗଣମାଧ୍ୟମ ରିପୋର୍ଟ ମଧ୍ୟରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ମହମ୍ମଦ ଶାମିଙ୍କ ଫିଟନେସ୍ ଉପରେ ଏକ ଅଫିସିଆଲ୍ ଅପଡେଟ୍ ଛାଡିଛି। ବିସିସିଆଇ ନିଶ୍ଚିତ କରିଛି ଯେ ଶାମି…

    Leave a Reply

    Your email address will not be published. Required fields are marked *