
ମଙ୍ଗଳବାର : ଆଜି ଠାରୁ ଆମେରିକା ରେ ରାଷ୍ଟ୍ରପତି ନିର୍ବାଚନ ଯାହା ବାଲାଟ୍ ପେପର ମାଧ୍ୟମରେ ଅନୁଷ୍ଠିତ ହୋଇଅଛି, କିନ୍ତୁ ଭାରତ ପରି ମଧ୍ୟ ବିକଶିତ ଦେଶରେ EVM ମାଧ୍ୟମ ଭୋଟ୍ ଗ୍ରହଣ କାରା ଯାଉଛି , ଯାହାଫଳରେ ମତଦାନ ରେ ସମାନତା ନ ରହିବା ରୁ ବାରମ୍ବାର ବିରୋଧୀ ଦଳ ମାନଙ୍କର ବିରୋଧ ସତ୍ତ୍ଵେ ନିର୍ବାଚନ ଆୟୋଗ ଏହାକୁ କର୍ଣ୍ଣପାତ କରୁ ନାହିଁ , ଯାହା ଗଣତନ୍ତ୍ର ଉପରେ କୋଠାର ଘାତ ବୋଲି ବୁଦ୍ଧିଜୀବୀ ରେ ଆଲୋଚନା ହେଉଛି , ତେବେ ଦେଖାଯାଉ ଭାରତ ର ନିର୍ବାଚନ ଆୟୋଗ କେବେ ଏହା ଉପରେ ପୁନଃ ବିଚାର କରୁଛି ।