Site icon Enews Odia

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜୟୀ ।

ୱାଶିଂଟନ: 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଛନ୍ତି , ଡୋନାଲ୍ଡ ଟ୍ରମ୍ପ:ଏହା ମୋର ବିଜୟ ନୁହେଁ ଏହା ଆମେରିକା ବାସୀଙ୍କ ବିଜୟ , ଆଗାମୀ 4 ବର୍ଷ ଦେଶର ସୂଣ୍ଣିମ ଯୁଗର ଆରମ୍ଭ ହବ , ଜନତାଙ୍କ ସମସ୍ତ ସମସ୍ୟାର ସମାଧାନ ହେବ ଜନତା ଆମକୁ ଭାରି ମତଦାନ ଦେଇଛନ୍ତି ଦେଶର ସମସ୍ତ ଅଞ୍ଚଳର ବିକାଶ ହବ , ମୁଁ ଏବେ କୌଣସି ଯୁଦ୍ଧ ହବାକୁ ଦେବି ନାହିଁ ।

Exit mobile version