Site icon Enews Odia

ଓଡିଆ ଅଭିନେତା ତପି ମିଶ୍ର ଙ୍କୁ ଧମକାଇ ଚାନ୍ଦା ମାଗିବା ଘଟଣା ରେ ବିଜେପି ଯୁବନେତା ଗିରଫ।

ହୁଏତ 1 person, ଦାଢି ଏବଂ ହସିବା ର ଏକ ପ୍ରତିଛବି ହୋଇପାରେ

ଭୁବନେଶ୍ୱର: ଅଭିନେତା ତପି ମିଶ୍ରଙ୍କୁ ୫୦,୦୦୦ ଟଙ୍କା ଦାଦା ବଟି ମାଗିବା ଘଟଣା ବିଜେପି ର ଯୁବନେତା ଗିରଫ। ସହିଦ ନଗର ଥାନା ଅଞ୍ଚଳରେ ଘଟିଛି। ଘଟଣା ମୁତାବକ ଓଡ଼ିଆ ଅଭିନେତା ତପି ମିଶ୍ରଙ୍କୁ ଜୋର ଜବରଦସ୍ତି ୫୦,୦୦୦ ଟଙ୍କା ଦାଦା ବଟି ମାଗିଛନ୍ତି ବିଜେପି ଯୁବ ମୋର୍ଚ୍ଚା ର ଯୁବନେତା ଇତିଶ୍ ପ୍ରଧାନ, ଅର୍ପଣ ପ୍ରଧାନ ଓ ବିପ୍ଲବ ପରିଡା । ତପି ମିଶ୍ରଙ୍କୁ ଦାଦା ବଟି ଦବାକୁ ମନା କରିବାରୁ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଅଭିଯୋଗ ଆଧାରରେ ସହିଦନଗର ପୋଲିସ ସମ୍ପୃକ୍ତ ଘଟଣା ର ଅନୁସନ୍ଧାନ କରି ଦୋଷୀଙ୍କୁ ଗିରଫ କରିଛି ।

Exit mobile version