ଠକାମୀ ର ଏକ ମାଧ୍ୟମ ସାଜିଛି ଅନଲାଇନ ଟ୍ରେଡିଙ୍ଗ ଓ ଗେମିଙ୍ଗ୍ ଆପ୍ ।

ନୂଆଦିଲ୍ଲୀ : ଦିନ କୁ ଦିନ ଅନଲାଇନ ଟ୍ରେଡିଙ୍ଗ ଓ ଗେମିଙ୍ଗ୍ ଅଳ୍ପ ଲାଭ ଦେଖାଇ ପ୍ରଚୁର ଧନ ଲୁଟିବା ରେ ଏକ ମାଧ୍ୟମ ରୂପେ ବାଛିନେଲେଣି ସ୍କାମର ମାନେ । ଜଣେ ଡାକ୍ତର ଙ୍କ ନିକଟରେ ପ୍ରଥମେ ସାଇବର ସ୍କାମରମାନେ traders ମାନଙ୍କୁ tag କରି ସେମାନଙ୍କୁ ଅଳ୍ପ ରୁ ବହୁତ ଲୋଭ ଦେଖାଇ ସେମାନଙ୍କ ଠାରୁ ଲୁଟୁଛନ୍ତି।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଣେ ଡାକ୍ତର ଙ୍କ ପକ୍ଷରେ । ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଡାକ୍ତର ଅର୍ଥାତ୍‌  ପୀଡ଼ିତ ୟୁଜରଙ୍କୁ ଅନଲାଇନ୍‌ ଟ୍ରେଡିଂ ବିଷୟରେ ବେସିକ୍‌ ସୂଚନା ଦିଆଗଲା। ଏଥିରେ ଏହି ଗ୍ରୁପ୍‌ ଉପରେ ଡାକ୍ତରଙ୍କର ଭରସା ଆହୁରି ବଢିଗଲା ,scammer ମାନେ fake account WhatsApp group ଖୋଲି ଜଣେ ଡାକ୍ତର କୁ ଫସାଇ ଏଥିରେ ତାକୁ କିଛି କିଛି ଲୋଭ ଦେଖାଇ ଅଳ୍ପ ଅଳ୍ପ ପଇସା ରୁ ଅଧିକ ଲାଭ ଦେଇ । ଶେଷ ରେ ଗୋଟେ ବଡ଼ amount trading କରିବା ପାଇଁ କହିଥିଲେ । ନୂଆ account ଖୋଲିବା ପାଇଁ ମଧ୍ୟ କହିଥିଲେ । ସେଥିରେ ସେ ଡାକ୍ତର ବି 3 ସପ୍ତାହ ମଧ୍ୟରେ 76ଲକ୍ଷ୍ୟ 50 ହଜାର deposit କରିଥିଲେ କିଛି ଦିନ ପରେ 50ଲକ୍ଷ୍ୟ withdraw କରିବାକୁ ଗଲା ବେଳ କୁ withdraw ହେଲାନି। ଯେଉଁ ନୂତନ ଏକାଉଣ୍ଟ୍ ଖୋଲି ପଇସା ଜମା ରଖିଥିଲେ ସେହି ଏକାଉଣ୍ଟ୍ ଟି ବନ୍ଦ ହୋଇ ଯାଇଥିଲା ।

  • Related Posts

    ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାସ୍ ସେଲ୍‌ରେ ଶସ୍ତା ଟିକେଟ୍ |

    ଏୟାର ଇଣ୍ଡିଆ ଫ୍ଲାସ୍ ସେଲ୍: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏକ ‘ଫ୍ଲାସ୍ ସେଲ୍’ ଘୋଷଣା କରିଛି ଏବଂ ୧୪୯୮ ଟଙ୍କାରୁ ଆରମ୍ଭ ହେଉଥିବା ଟିକେଟ୍ ମୂଲ୍ୟ ସହିତ, ଆପଣ ୧୫୦୦ ଟଙ୍କାରୁ କମ୍ ମୂଲ୍ୟରେ ବିମାନ ଯାତ୍ରା କରିପାରିବେ। ବିମାନ ଯାତ୍ରୀମାନେ…

    ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ।

    ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହ: ଜାନୁଆରୀ 20 ତାରିଖରେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ଶପଥ ଗ୍ରହଣ ଉତ୍ସବରେ ବିଶ୍ୱର ଅନେକ ବଡ଼ ନେତା ଯୋଗଦେବେ। ଅନ୍ୟପକ୍ଷରେ, ଭାରତ ପକ୍ଷରୁ,…

    Leave a Reply

    Your email address will not be published. Required fields are marked *