ଚେନ୍ନାଇ: ତାମିଲ ଅଭିନେତା ଥାଲପତି ବିଜୟ ନିଜର ରାଜନୈତିକ ପାର୍ଟି (TVK) ଏଇ ବର୍ଷ ଫେବୃଆରୀ ମାସରେ ଆରମ୍ଭ କରିବା ପରେ ତାଙ୍କର ପ୍ରଥମ ରାଜନୈତିକ ସଭା ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ତାଙ୍କର କହିବା ମୁତାବକ କେନ୍ଦ୍ର ସରକାରଙ୍କ One Nation One Election ପଲିସି ଏବଂ ୱାକଫ ବିଲ କୁ ବିରୋଧ କରିଛନ୍ତି । ସେହିପରି ରାଜ୍ୟର ଷ୍ଟାଲିନ୍ ସରକାର ସତ୍ତା କୁ ଆସିବା ପାଇଁ ଯେଉଁ ପ୍ରତିଶୃତି ଦେଇଥିଲା ତାହା ପାଳନ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତିି !