
ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ଦିନ 2 ଲାଇଭ କ୍ରିକେଟ୍ ସ୍କୋର, IND ବନାମ AUS ଟେଷ୍ଟ ଲାଇଭ ସ୍କୋର ଆଜି: ଆୟୋଜକ ଅଷ୍ଟ୍ରେଲିଆ ଦ୍ଵିତୀୟ ଦୀନ ଖେଳ ଚାଲୁଥିବା ସମୟରେ ଟେଭିସ୍ ହେଡ୍ ଙ୍କ ଶତକୀୟ ଇନିସ୍ଂ ଓ ଲାବୁସଗାନ୍ ଙ୍କ ଅର୍ଦ୍ଧ ଶତକୀୟ ଇନିସ୍ଂ ବଳରେ ୧୧୫ରନ୍ ଅଗ୍ରଣୀ ସୁଦ୍ଧା ଅଷ୍ଟ୍ରେଲିଆ ତା’ର ୬ ୱିକେଟ ହରେଇ ୨୯୫ ରନ୍ ସଂଗ୍ରହ କରିଛି , ଶନିବାର ଆଡିଲେଡ୍ ଓଭାଲରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସି ଅଗ୍ରଣୀ ସହ ଭଲ ସ୍ଥିତି ରେ ଅଛି।
ସେହିପରି ଅଷ୍ଟ୍ରେଲିଆ ତରଫରୁ ଉସମାନ ଖାଉଜା ୧୩ ରନ୍ , ନାଥନ୍ ମ୍ୟାକସ୍ବଇନ ୩୯ ରନ୍ , ମାରନସ୍ ଲାବୁସଗେନ୍ ୬୪ ରନ୍ , ଷ୍ଟେଭେନ୍ ସ୍ମୀଥ୍ ୨ ରନ୍ , ଟେଭିସ୍ ହେଡ୍ ୧୨୫ ରନ୍ (ଅପରାଜୟ ) , ମିଚେଲ୍ ମାର୍ସ ୯ ରନ୍ , ଆଲେକ୍ସ୍ କ୍ୟାରୀ ୧୫ ରନ୍ , ପ୍ୟାଟ୍ କମନିସ୍ ୮ ରନ୍ (ଅପରାଜୟ) ରହିଛନ୍ତି.
ପ୍ରଥମ ଇନିଂସି ନାଥାନ୍ ମ୍ୟାକସ୍ୱେନି , ଷ୍ଟିଭ୍ ସ୍ମିଥ ଓ ଉସମନ୍ ଖାୱଜା ଙ୍କ ୱିକେଟ୍ ଜସପ୍ରିତ୍ ବୁମ୍ରା ନେଇଥିବା ବେଳେ ମାର୍ନୁସ୍ ଲାବୁସାଗେନ୍ ୱିକେଟ ନିତୀଶ୍ ରେଡୀ , ମିଚେଲ ମାର୍ଶ ଙ୍କ ୱିକେଟ ଆର୍ ଅଶ୍ଵିନୀ , ଆଲେକ୍ସ୍ କ୍ୟାରୀ ଙ୍କ ୱିକେଟ ମହମ୍ମଦ ସିରାରେ ନେଇଛନ୍ତି ।