ଧାରଣାରେ ବସିଛନ୍ତି କଣାସ ବ୍ଲକର ଲକ୍ଷ୍ମୀ ବସ୍ କର୍ମଚାରୀ ସଂଘ।

ପୁରୀ ଜିଲ୍ଲା ର କଣାସରେ ଲକ୍ଷ୍ମୀ ବସ୍ କର୍ମଚାରୀମାନେ ଧାରଣାରେ ବସିଛନ୍ତି।କାରଣ ପୂର୍ବତନ ସରପଞ୍ଚଙ୍କ କାରକୁ ସାଇଟ୍ ନଦେବାରୁ ଲକ୍ଷ୍ମୀ ବସ୍ ର ଡ୍ରାଇଭର କୁ ସରପଞ୍ଚ ବହୁତ ମାଡ ମାରିଥିଲେ। ଲକ୍ଷ୍ମୀ ବସ୍ ର ବହୁତ କ୍ଷତି କରିବା ସହିତ ବସ୍ ର କାଚ ଭଙ୍ଗାରୁଜା କରିଥିଲେ।

ପ୍ରତିଦିନ ପୁରୀ ଜିଲ୍ଲାର କଣାସ ବ୍ଲକରୁ ୬ ଟି ରୁଟକୁ ଲକ୍ଷ୍ମୀ ବସ୍ ଯାଏ। ଗତକାଲି କଣାସ ରୁ କରମଳା ଯାଉଥିବା ଏକ ଲକ୍ଷ୍ମୀ ବସ୍ ହରିପୁର ଛକଠାରେ ଆଗ ପଟରୁ ଆସୁଥିବା ଏକ କାରକୁ ସାଇଟ୍ ଦେଇପାରିନଥଲା। ଲକ୍ଷ୍ମୀ ବସ୍ ର କର୍ମଚାରୀ ଓ କାରରେ ଆସୁଥିବା ବ୍ୟକ୍ତି ଙ୍କ ମଧ୍ୟରେ ଏହାକୁ ନେଇ ଅନେକ ଯୁକ୍ତିତର୍କ ହୋଇଥିଲା। ତା’ର କିଛି ସମୟ ବ୍ୟବଧାନରେ ଲକ୍ଷ୍ମୀ ବସ୍ ଡ୍ରାଇଭରକୁ କାରରେ ଥିବା ବ୍ୟକ୍ତି ବହୁତ ମାଡ ମାରିଥିଲେ ଓ ବସର କାଚ ଭଙ୍ଗାରୁଜା କରିଥିଲେ। ଏନେଇ କଣାସ ଗଡିଶାଗଦା ଥାନାରେ ଅଭିଯୋଗ ହୋଇଅଛି।

  • Related Posts

    ଆଉ ନାହାନ୍ତି ସର୍ଦ୍ଧାର ଜି ଭାରତ ହରେଇଲା ତା’ର ଅମୂଲ୍ୟ ରତ୍ନ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ 92 ବର୍ଷ ବୟସରେ ଦେହାନ୍ତ କରିଛନ୍ତି ।

    ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ଦେହାନ୍ତ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେ 92 ବର୍ଷ ବୟସରେ…

    ବର୍ଡର-ଗାଭାସ୍କର ଟ୍ରଫି ରୁ ଆହାତ ଜନିତ ସମସ୍ୟା ପାଇଁ ମହମ୍ମଦ ସାମି ବାଦ : ବିସିସିଆଇ

    ସମସ୍ତ କଳ୍ପନାଜଳ୍ପନା ଏବଂ ବ media ୁଥିବା ଗଣମାଧ୍ୟମ ରିପୋର୍ଟ ମଧ୍ୟରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ମହମ୍ମଦ ଶାମିଙ୍କ ଫିଟନେସ୍ ଉପରେ ଏକ ଅଫିସିଆଲ୍ ଅପଡେଟ୍ ଛାଡିଛି। ବିସିସିଆଇ ନିଶ୍ଚିତ କରିଛି ଯେ ଶାମି…

    Leave a Reply

    Your email address will not be published. Required fields are marked *