Site icon Enews Odia

ପୁନର୍ବାର ପୋଲାଭରମ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କୁ ଓହ୍ଲାଇବ ବିଜେଡି।

ଥମୁନି ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ।ଏହି ପ୍ରସଙ୍ଗକୁ ନେଇ ପୁଣି ଥରେ ଆଦୋଳନ କୁ ଓହ୍ଲାଇବ ବିଜୁ ଜନତା ଦଳ। ମାଲକାନଗିରିର ମୋଟୁରୁ ରାଜଧାନୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବିଜେଡି।ଓଡିଶାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ବୋଲି ପୋଲାଭରମ କମିଟି ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଏସିଏସଟି କମିଶନକୁ ଭେଟିଥିଲେ। ଏହି ରିପୋର୍ଟକୁ ବିଜେଡିର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ପୋଲାଭରମ ପ୍ରସଙ୍ଗକୁ ନେଇ ବିଧାନସଭାରେ ସ୍ଵର ଉଠାଇଥିଲା ବିଜେଡି।ଏହି ପ୍ରସଙ୍ଗକୁ ଆଧାର କରି ଆସନ୍ତା ଜାନୁୟାରୀ ମାସରେ ଆନ୍ଦୋଳନ କୁ ଓହ୍ଲାଇବ ବିଜେଡି।

Exit mobile version