ୱାଶିଂଟନ: ଆମେରିକା ରେ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନ ରେ ଆସିଛି ପ୍ରାରମ୍ଭିକ ପର୍ଯ୍ୟାୟର ମତଦାନ ଫଳ ଯାହାକି ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆଗରେ ଅଛନ୍ତି , ଅନ୍ୟ ପକ୍ଷରେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀଭାବେ କମଲା ହାରିସ୍ ବି ସମସ୍ତ ରାଜ୍ୟରେ ଟ୍ରମ୍ପ ଙ୍କୁ ଦେଉଛନ୍ତି କଡ଼ା ଟକ୍କର ।