Site icon Enews Odia

ବନ୍ଧା ହେଲେ କାମାକ୍ଷାନଗର ନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।

ଗିରଫ ହେଲେ କାମାକ୍ଷାନଗର ଉପ- ଜିଲ୍କାପାଳ ନାରାୟଣ ଚନ୍ଦ୍ର ନାୟକ। ବାବୁଙ୍କୁ ବିଭିନ୍ନ ସ୍ଥାନ ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲେ।ଭୂବନେଶ୍ଵର ର ଝାରପଡ଼ା ବାସଭବନରୁ ମିଳିଛି ଏତେ ପରିମାଣର ଟଙ୍କା ଓ ସୂଚନା ଅଳଙ୍କାର।ଉପ- ଜିଲ୍କାପାଳ ନାରାୟଣ ଚନ୍ଦ୍ର ନାୟକ ମଧ୍ୟ ଝାରପଡ଼ା ରେ ୨ କୋଟି ୮୦ ଲକ୍ଷ ଟଙ୍କାରେ ଜମି କ୍ରୟ କରିଥିଲେ।ନାରାୟଣ ଚନ୍ଦ୍ର ନାୟକ ଙ୍କ ଘରୁ ନଗଦ ୧ ଲକ୍ଷ ୪୮ ହଜାର ଟଙ୍କା ସମେତ ୩୬୬ ଗ୍ରାମ ର ସୂଚନା ଅଳଙ୍କାର ଜବତ କରାଯାଇଥିଲା।୧୪ ଟି ପ
ପ୍ଲଟ,୩୪ ଲକ୍ଷ୫୭ ହଜାର ର ବ୍ୟାଙ୍କ ଡିପୋଜିଟ ଓ୩ ଟି ବହୁତଳ ପ୍ରାସାଦ ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ଏ ସବୁକୁ ଆଧାର କରି ଶେଷରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ନାରାୟଣ ଚନ୍ଦ୍ର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ।

Exit mobile version