Site icon Enews Odia

ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ପାଇଁ ସରକାର ଙ୍କ ବୃହତ ନିଷ୍ପତ୍ତି ।

ଭୂବନେଶ୍ଵର : ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପାଇଁ ସରକାର ନିଷ୍ପତି ନେଇଛନ୍ତି, ମୂଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅନୁପ୍ରବେଶକାରୀ ଙ୍କ ସଂଖ୍ୟା ଅଧିକ ଥିବାର ଅନୁମାନ କରାଯାଉଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭୂବନେଶ୍ଵର ଓ ବାଲେଶ୍ଵର ର ସମସ୍ତ ଜିଲ୍ଲାପାଳ ଓ SP ଏହାର ଦାୟିତ୍ଵ ଦିଆଯାଇଛି। ସମସ୍ତ ବ୍ଲକ୍ , ତହସିଲ ଓ ଥାନା ମାନଙ୍କରେ ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ଏକ ସ୍ଵତନ୍ତ୍ର କମିଟି ଗଠନ କରାଯିବ, କେଉଁ ଅଞ୍ଚଳ ରେ କେତେ ସଂଖ୍ୟକ ଅନୁପ୍ରବେଶକାରୀ କେବେଠାରୁ ରହୁଛନ୍ତି ଏହାର ସର୍ବିଶେଷ ତଥ୍ୟ ସରକାରଙ୍କ ପାଖରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି !

Exit mobile version