Site icon Enews Odia

ବୁଲଡୋଜର କାର୍ଯ୍ୟନୁଷ୍ଠାନ କୁ ନେଇ ଯୋଗୀ ସରକାରକୁ ସୁପ୍ରିମକୋର୍ଟ ର ଭର୍ତ୍ସନା ।

ଲକ୍ଷ୍ନୌ: ସୁପ୍ରିମକୋର୍ଟ ର ଛାଟ ଲାଗିଛି ଯୋଗୀ ସରକାରକୁ । ଯୋଗୀ ସରକାର ଙ୍କ ମନଇଛା ବୁଲଡୋଜର ଚଲାଇବା ନୀତିକୁ ସୁପ୍ରିମକୋର୍ଟ ତୀବ୍ର ଭର୍ତ୍ସନା କରିଛି, ଲୋକଙ୍କୁ ନୋଟିସ୍ ଦେଉ ନାହଁ ରାସ୍ତା ପ୍ରଶସ୍ତିକରଣ ବାହାନାରେ ଲୋକଙ୍କ ଘର ଉପରେ ହଠାତ୍ ବୁଲଡୋଜର ଚଲାଉଛ ଏହାକୁ ବରଦାସ୍ତ କରାଯିବ ନାହିଁ , ଘର ଭାଙ୍ଗିବା ସମୟରେ ସରକାରଙ୍କର ତରଫରୁ କୌଣସି ନୋଟିସ୍ ଜାରି କରାଯାଇ ନାହିଁ କି ସରକାର ଙ୍କ ନିୟମ ପକ୍ରିୟାକୁ ପାଳନ କରାଯାଇ ନାହିଁ, ତେଣୁ ଯେଉଁ ମାନଙ୍କର ଘରେ ଭଙ୍ଗା ଯାଇଛି ସେମାନଙ୍କୁ କ୍ଷତି ପୂରଣ ବାବଦକୁ ୨୫ ଲକ୍ଷ ଟଙ୍କାର ଜୋରିମାନା ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛି ।

Exit mobile version