Site icon Enews Odia

ଭାରତ ଓ ସାଉଥ୍ ଆଫ୍ରିକା ପ୍ରଥମ 20-20 ମ୍ୟାଚ୍ ରେ ସଂଜୁ ସାମସଙ୍ଗ୍ ର ଦମଦାର ଶତକୀୟ ଇନିଂସି।

ଡାର୍ବାନ : ଆଜି ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଡାର୍ବନ ଠାରେ ଖେଳା ଯାଉଥିବା ପ୍ରଥମ 20-20 ମ୍ୟାଚ ରେ ସାଉଥ୍ ଆଫ୍ରିକା ଟସ ଜିତି ବୋଲଂ କରିବାର ନିଷ୍ପତ୍ତି ନେଇଛି । ଭାରତ ପକ୍ଷରୁ ସଂଜୁ ସାମସଙ୍ଗ୍ 50 ବଲ୍ 107 ରନ୍ ର ଶତକୀୟ ଇନିସ୍ ବଳରେ ଭାରତ 8 ୱିକେଟ ରେ 202 ରନ୍ ର ଏକ ବିଶାଳ ସ୍କୋର ଠିଆ କରିଛି । ଅପରପକ୍ଷ ରେ ସାଉଥ୍ ଆଫ୍ରିକା ର ବୋଲର ଗାଲ୍ଡ କାଟେଜେ 4 ଓଭର୍ ବୋଲିଂ କରି 37 ରନ୍ ବ୍ୟୟ କରି 3 ଗୋଟି ୱିକେଟ ନେଇଛନ୍ତି ।

Exit mobile version