ଉତ୍ତର ପ୍ରଦେଶ: ଆସନ୍ତାକାଲି ମହାରାଷ୍ଟ୍ର, ଝାଡଖଣ୍ଡ ସମତେ ଉତ୍ତର ପ୍ରଦେଶ ର ୯ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଉପ- ନିର୍ବାଚନ ହେବାକୁ ଯାଉଛି , ଏହି ଉପ-ନିର୍ବାଚନ ଉତ୍ତର ପ୍ରଦେଶ ରାଜନୀତି ର ମୋଡ଼ ବଦଳାଇ ଦେଇପାରେ । ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ ଭାବେ ଦେଖାଯାଉଛି , ଯାହା ସିଧାସଳଖ ଯୋଗୀ ବନାମ ଅଖିଳେଶ ମଧ୍ୟରେ ଲଢା ଯାଉଛି ।
ରାଜନୀତି ବିଶେଷଜ୍ଞ କହିବା ମୁତାବକ – ପ୍ରଶ୍ନ କେବଳ ନଅଟି ଆସନରେ ଉପ-ନିର୍ବାଚନ ବିଷୟରେ ନୁହେଁ, ପ୍ରଶ୍ନ କେବଳ ପ୍ରାର୍ଥୀଙ୍କ ବିଜୟ ଏବଂ ପରାଜୟ ବିଷୟରେ ନୁହେଁ। ଯୋଗୀ ଆଦିତ୍ୟନାଥ ଏବଂ ଅଖିଳେଶ ଯାଦବ ଏବଂ କେନ୍ଦ୍ର ମଧ୍ୟରେ ସିଧାସଳଖ ପ୍ରଭାବ ପକେଇବ ।