କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମ ୟାଙ୍କୁ ତାଙ୍କ ପତ୍ନୀ ପାର୍ବତୀଙ୍କୁ ମିସୁରୁ ନଗର ଉନ୍ନୟନ ପ୍ରାଧିକରଣ (MUDA) ଦ୍ୱାରା କ୍ଷତିପୂରଣ ସ୍ଥାନ ଆବଣ୍ଟନ ଅଭିଯୋଗରେ ପ୍ରାୟ ଦୁଇ ଘଣ୍ଟା ଧରି ଲୋକାୟୁକ୍ତ ପୋଲିସ ପଚରାଉଚରା କରିଥିଲା। ସୂଚନା ମୁତାବକ ନଭେମ୍ବର ୬ ତାରିଖ ଦିନ ସିର୍ଦ୍ଧରମୟ ଓ ତାଙ୍କ ପତ୍ନୀ ଏକ ଘରୋଇ ଗାଡ଼ି ସାହାଯ୍ୟରେ ମହିଶୂର ଦେୱନା ରୋଡ଼ ସ୍ଥିତ ଲୋକାୟତ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ , ତାଙ୍କୁ ଲୋକାୟତ ପୋଲିସ ଅଧିକାରୀ ମାନେ ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରଶ୍ନ କରିଥିଲେ ।