Site icon Enews Odia

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳ ଆକାଶରେ ୪ଟି ଫାଇଟର ଜେଟ୍ ପଇନ୍ତରା । ସ୍ଥାନୀୟ ଲୋକ ଭୟଭୀତ।

ଯାଜପୁର: ଆଜି ସକାଳ ୯.୨୫ ରେ କଳିଙ୍ଗନଗର ଆକାଶରେ ୪ ଟି ପାଇଟର ଜେଟ୍ ପଇନ୍ତରା ମାରି ବୁଲିବାର ଦେଖାଯାଉଛି। ଯାହା ଅତି ନିକଟ ରେ ଯିବା ଠାରୁ ଫାଇଟର ଜେଟ୍ ଗର୍ଜନ ଶଣି ସ୍ଥାନୀୟ ଲୋକ ଭୟଭୀତ ହୋଇଛନ୍ତି । ଯେହେତୁ କଳିଙ୍ଗନଗର ଭାରତ ବର୍ଷର ଏକ ପ୍ରମୁଖ ଶିଳ୍ପାଞ୍ଚଳ ଓ ଶିଳ୍ପାଞ୍ଚଳ ଆକାଶରେ ଏତେ ଗୁଡ଼ାଏ ଫାଇଟର ଜେଟ୍ ବୁଲିବା ଆଉ ପ୍ରଶାସନିକ ତରଫରୁ କୌଣସି ସୂଚନା ନଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଛାନିଆ ପଶିଛି।

Exit mobile version