Site icon Enews Odia

ସମ୍ବାଲ ଯିବା ରାସ୍ତାରେ ରାହୁଲ ଓ ପ୍ରିୟଙ୍କା ଙ୍କୁ ଗାଜିପୁର ସୀମାରେ ରେ ଅଟକାଗଲା !

ଉତ୍ତର ପ୍ରଦେଶ: ଆଜି ସକାଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସମ୍ବାଲ ହିଂସାକାଣ୍ଡ ଅଞ୍ଚଳ କୁ ଗସ୍ତ ଥିବା ସମୟରେ ଗାଜିପୁର ସୀମାର ତାଙ୍କୁ ଅଟକ ରଖାଯାଇଛି । ଗାଜିପୁର ସୀମାରେ ଅନ୍ୟ କଂଗ୍ରେସ ନେତା ଓ କର୍ମୀ ମାନଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।

ଶେଷ ଖବର ମୁତାବକ ରାହୁଲ ଗାନ୍ଧୀ ତାଙ୍କୁ ଏକାକୀ ସମ୍ବଲ ଯିବାକୁ ଅନୁମତି ଦେବାକୁ ପୋଲିସକୁ ଅନୁରୋଧ କରିଛନ୍ତି
କଂଗ୍ରେସ ନେତାମାନଙ୍କୁ ଗାଜିପୁର ସୀମାରେ ଅଟକାଇବା ପରେ ରାହୁଲ ଗାନ୍ଧୀ ପୋଲିସକୁ ତାଙ୍କୁ ଏକାକୀ ସମ୍ବଲ ଯିବାକୁ ଦିଅନ୍ତୁ ବୋଲି କହିଥିଲେ।

 

 

Exit mobile version