Site icon Enews Odia

ସ୍ତ୍ରୀ ଓ ଝିଅ ସାମ୍ନାରେ ଚାଲିଗଲା ବାପା ର ଜୀବନ ।

ସୁନ୍ଦରଗଡ଼: ଅତି ଦୁଖଃଦ ଘଟଣା ସୁନ୍ଦରଗଡ଼ ର ଘଟି ଯାଇଛି , ଆଜି ସକାଳେ ବାପା ଓ ମା ଝିଅ କୁ ସ୍କୁଲ ରେ ଛାଡିବା ପାଇଁ ଆସିଥିଲେ , ସେହି ସମୟରେ ସୁନ୍ଦରଗଡ଼ ପାରିଜାତ ପାର୍କ ଛକ ନିକଟରେ ଏକ ଟ୍ରଲର ଗାଡି ଧକ୍କା ଦେଇଥିଲା ଯାହାଫଳରେ ଘଟଣାସ୍ଥଳ ରେ ବାପା ର ଜୀବନ ଚାଲିଗଲା ମା ଓ ଝିଅ ଆହତ ହୋଇଛନ୍ତି , ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

Exit mobile version