Site icon Enews Odia

୧୬ ବର୍ଷରୁ କମ୍ ଶିଶୁ ମାନଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ କଲା ଅଷ୍ଟ୍ରେଲିଆ ସରକାର ।

ସମ୍ବାଦିକ ସମ୍ମିଳନୀ ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଆ କହିଛନ୍ତି ଯେ ସୋସିଆଲ ମିଡିଆ ପିଲାମାନଙ୍କର ଉପରେ କୁ ପ୍ରଭାବ ପକାଉଛି। ପିଲା ମାନଙ୍କ ର ଜୀବନ ଶୈଳୀ କୁ ପ୍ରଭାବିତ କରୁଛି । ଯାହା ଆଗାମୀ ପିଢ଼ି ପାଇଁ ଚିନ୍ତା ଜନକ ବିଷୟ ତେଣୁ ପିଲା ମାନଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ସରକାର ୧୬ ବର୍ଷରୁ କମ୍ ପିଲା ସୋସିଆଲ ମିଡ଼ିଆ ମନା କରାଯାଇଛି। ଯଦି ବା ଏହା ଆଇନ ରେ ପ୍ରଣୟନ କରିବାକୁ ୧୨ ମାସର ସମୟ ଲାଗିବ। କିନ୍ତୁ ବୁଦ୍ଧିଜୀବୀ ମହଲ ରେ ଏଇ ଆଇନ କୁ ସ୍ୱାଗତ କରାଯାଇଛି ।

Exit mobile version