୧୧୨ କୋଟି ର ଦୁର୍ନିତୀ ବିରୋଧରେ ଅଭିଯୋଗ ଆଣିଥିବା ନେତାଙ୍କୁ ବିଜେପି ନିଜ ଦଳରେ ସାମିଲ କଲା।

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କ କୈଳାଶ ଗେହଲୋତ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସୋମବାର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ହର୍ଷ ମାଲହୋତ୍ରା , ଦିଲ୍ଲୀର ୟୁନିଟ୍ ସଭାପତି…

ଆରପାରି ରେ ବରିଷ୍ଠ ବିଜେପି ନେତା ସମୀର ଦେ ।

ଭୂବନେଶ୍ଵର:ଆରପାରିରେ ବିଜେପି ର ବରିଷ୍ଠ ନେତା ସମୀର ଦେ ।୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କର ଦେହ ଅସୁସ୍ଥ ଥିବାରୁ ସେ ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ଆଉ ଏକ ବିରଳ ରେକର୍ଡ ସୃଷ୍ଟି କରିଲା ଭାରତ । ଆସନ୍ତୁ ଜାଣିବା..

ଇତିହାସ ରଚିଲା ଭାରତୀୟ ବେସାମରିକ ବିମାନ ଚଳାଚଳ ସେବା।କାରଣ ଗୋଟିଏ ଦିନରେ ୫ ଲକ୍ଷ ରୁ ଅଧିକ ଯାତ୍ରୀ ବିମାନ ଯାତ୍ରା କରିଛନ୍ତି। ଭାରତରେ ଏଭଳି ଏକକ ବିରଳ ରେକର୍ଡ କୁ ବିମାନ ଚଳାଚଳ ବିଭାଗ ସୂଚନା ଦେଇଛନ୍ତି। ଗତ କାଲି…

ବିଦ୍ୟୁତ୍ ଓ ବନ ବିଭାଗର ତୃଟିପୂର୍ଣ୍ଣ ପେଟ୍ରୋଲିଙ୍ଗ୍ ପାଇଁ ଅକାଳ ରେ ମୃତ ବରଣ କଲେ ୩ ହାତୀ।

ସମ୍ବଲପୁର: ବଡ ଦୁଃଖ ର ଖବର ଆଜି ସକାଳେ ସମ୍ବଲପୁର ଜିଲ୍ଲାର ନାକଟି ଦେଉଳ ଜଙ୍ଗଲରେ ତିନୋଟି ହାତୀ  ଦୁର୍ଭାଗ୍ୟ ଜନକ ଭାବରେ ମୃତ ଘଟିଛି । ବନବିଭାଗ ଓ ବିଦ୍ୟୁତ୍ କର୍ମଚାରୀଙ୍କ ପେଟ୍ରୋଲିଙ୍ଗ ତୃଟି ଯୋଗୁଁ ଏଭଳି ହୋଇଛି ବୋଲି…

ଝାଡ଼ଖଣ୍ଡ ନିର୍ବାଚନ ରେ ବିଭ୍ରାନ୍ତ ଓ ବିଭାଜନକାରୀ ଭିଡିଓ ପକେଇ ବିଜେପି ହଟହଟା। ECI ତାଗିଦ୍ ପରେ ଭିଡିଓ ଡିଲେଟ କଲା ବିଜେପି।

ଝାଡଖଣ୍ଡ ନିର୍ବାଚନ 2024: ଭାରତର ନିର୍ବାଚନ ଆୟୋଗ (ECI) ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଝାଡଖଣ୍ଡକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ବିଭ୍ରାନ୍ତିକର ତଥା ଦୁଷ୍କର୍ମକାରୀ ଭିଡିଓ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ଏବଂ…

ନିର୍ବାଚନ ପୂର୍ବରୁ ଇଡି, ସିବିଆଇ ଧମକ ଦେଇ କଳୁଷିତ ରାଜନୀତି କରୁଛି ବିଜେପି : ସଞ୍ଜୟ ସିଂ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଏକ ମାସ ପୂର୍ବରୁ ରବିବାର ଦିନ ଆମ୍ ଆଦମୀ ପାର୍ଟି (APP) ବରିଷ୍ଠ ନେତା କୈଲାଶ ଗେହଲୋଟ୍ ଦଳରୁ ଇସ୍ତଫା ଦେବା ପରେ AAP ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ଗେହଲୋଟ୍ ଉପରେ ବିଜେପି…

ସମ୍ବିଧାନ ବିଜେପି ପାଇଁ ଖାଲି ପୁସ୍ତକ ହୋଇପାରେ । କିନ୍ତୁ କଂଗ୍ରେସ ଓ IND ଗଠବନ୍ଧନ ପାଇଁ ସମ୍ବିଧାନ ଦେଶର DNA ଅଟେ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଲୋକସଭାରେ ବିରୋଧୀଦଳର ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶାସକ ବିଜେପି କୁ ନେଇ ଏକ ମିଳିତ ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ ସମ୍ବିଧାନ ବିଜେପି ଏବଂ ଆରଏସଏସ ପାଇଁ ଖାଲି ପୁସ୍ତକ ହୋଇ…

ECI ଆଗରେ ବିଜେପି, କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା, ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ବିରୋଧରେ ଅଭିଯୋଗ ।

ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଚାଲିଥିବା ବିଧାନସଭା ନିର୍ବାଚନରେ ଉଭୟ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଭାରତୀୟ ଜାତୀୟ କଂଗ୍ରେସ (INC) ଦାଖଲ କରିଥିବା ଅଭିଯୋଗକୁ ଭାରତର ନିର୍ବାଚନ ଆୟୋଗ ଗ୍ରହଣ କରିଛନ୍ତି। ବିଜେପି ସଭାପତି ଜେପି ନାଡ୍ଡା ଏବଂ କଂଗ୍ରେସ…

ବିଜେପିର କୁଟନିତୀ ଆଗରେ ପଦ ହରେଇଲେ ଆଉ ଜଣେ ବିଜେଡ଼ି ବ୍ଲକ୍ ଅଧକ୍ଷା।

ଢେଙ୍କାନାଳ: ଆଜି ଢେଙ୍କାନାଳ ସଦର ବ୍ଲକ୍ ଅଧ୍ୟକ୍ଷା ରାଜଶ୍ରୀ ନାୟକ (ବିଜେଡି) ଅନସ୍ଥା ରେ ନିଜର ଅଧ୍ୟକ୍ଷା ପଦ ହରେଇଲେ। ଅନସ୍ଥା ସପକ୍ଷରେ ୪୪ ଜଣ ଭୋଟ ଦେଇଥିବା ବେଳେ ବିପକ୍ଷରେ ୧୭ ଜଣ ଭୋଟ ଦେଇଛନ୍ତି ଏବଂ ଗୋଟିଏ ଭୋଟ…

ନିର୍ବାଚନ ପୂର୍ବରୁ ବିଜେପି ଓ ଏନ୍ ସି ପି ( ଅଜିତ୍ ପାୱାର )ମଧ୍ୟରେ ମନ ମାଳିନ

ହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ନେତା ନବାବ ମଲିକ ଶୁକ୍ରବାର ଦିନ ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥଙ୍କ “ବ୍ୟାଟେଙ୍ଗେ ଟୋଙ୍ଗ ଟେଙ୍ଗେ” ସ୍ଲୋଗାନକୁ ନିନ୍ଦା କରିଛନ୍ତି ଏବଂ ଏହାକୁ ସମ୍ପୂର୍ଣ୍ଣ ନିରର୍ଥକ ବୋଲି କହିଛନ୍ତି। ମହାରାଷ୍ଟ୍ର ସିଏମଙ୍କ…