ଆଜି ଠାରୁ ସଂସଦ ରେ ଶୀତକାଳୀନ ଅଧିବେଶନ ଆରମ୍ଭ । ମଣିପୁର ହିଂସା ଓ ଆଦାନୀ କଳାଧନ ଉପରେ ବର୍ଷିବେ ରାହୁଲ ଗାନ୍ଧି।
ନୂଆଦିଲ୍ଲୀ : ସୋମବାର ଦିନ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। 25 ନଭେମ୍ବରରୁ 20 ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଥିବା ଏହି ଅଧିବେଶନ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଆସିଛି। ଏକ ଅଧିବେଶନକୁ…
ଭାଇ କି ପଛରେ ପକାଇ ବୋହୁ ବ୍ୟବଧାନରେ ଜିତିଲେ ପ୍ରିୟଙ୍କା ଗାନ୍ଧୀ। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଫଳାଫଳ…
ୱାୟାନାଡ : ୱଇନାଡ ଲୋକସଭା ଉପ-ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସାତ୍ୟାନ ମୋକେରି ଙ୍କୁ ୪ ଲକ୍ଷ ୧୦ ହଜାର ୯୩୧ ଖଣ୍ତ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତିି ଯାହା ରାହୁଲ ଗାନ୍ଧି…
ଜନକପୁର ଓ ଅଯୋଧ୍ୟା ମଧ୍ୟରେ ସମ୍ପର୍କ ନିବିଡ଼ ହବ । ରାମ ତିଲକ ଦେଖିବା ପାଇଁ ଜନକପୁର ରୁ ଆସିଲେ ୫୦୧ ଭକ୍ତ ।
ଅଯୋଧ୍ୟା: ଭାରତ ଏବଂ ନେପାଳ ମଧ୍ୟରେ ଥିବା ସାଂସ୍କୃତିକ ତଥା ଆଧ୍ୟାତ୍ମିକ ବନ୍ଧନକୁ ଗୁରୁତ୍ୱ ଦେଇ ଏକ ବିଶାଳ ଉତ୍ସବରେ ହିମାଳୟ ରାଷ୍ଟ୍ରର ଜନକ ପୁର ରୁ 500 ରୁ ଅଧିକ ପ୍ରତିନିଧୀ ସୋମବାର ସନ୍ଧ୍ୟାରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ‘ତିଲକ…
ବନ୍ଧା ହେଲେ କାମାକ୍ଷାନଗର ନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।
ଗିରଫ ହେଲେ କାମାକ୍ଷାନଗର ଉପ- ଜିଲ୍କାପାଳ ନାରାୟଣ ଚନ୍ଦ୍ର ନାୟକ। ବାବୁଙ୍କୁ ବିଭିନ୍ନ ସ୍ଥାନ ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲେ।ଭୂବନେଶ୍ଵର ର ଝାରପଡ଼ା ବାସଭବନରୁ ମିଳିଛି ଏତେ ପରିମାଣର ଟଙ୍କା ଓ ସୂଚନା ଅଳଙ୍କାର।ଉପ- ଜିଲ୍କାପାଳ ନାରାୟଣ ଚନ୍ଦ୍ର ନାୟକ ମଧ୍ୟ…
ଆଉ ଏକ ଲଘୁଚାପ ! ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି। କମିବ ତାପମାତ୍ରା ବଢିବା ଶୀତ ।
ଭୂବନେଶ୍ଵର : ଆଉ ଏକ ଲଘୁଚାପ ରାଜ୍ୟରେ କମିବ ତାପମାତ୍ରା ଆଉବଢିବ ଶୀତ।୨୩ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ।ଏହି ଲଘୁଚାପ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି, ହୋଇପାରେ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ…
୧୧୨ କୋଟି ର ଦୁର୍ନିତୀ ବିରୋଧରେ ଅଭିଯୋଗ ଆଣିଥିବା ନେତାଙ୍କୁ ବିଜେପି ନିଜ ଦଳରେ ସାମିଲ କଲା।
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କ କୈଳାଶ ଗେହଲୋତ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସୋମବାର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ହର୍ଷ ମାଲହୋତ୍ରା , ଦିଲ୍ଲୀର ୟୁନିଟ୍ ସଭାପତି…
ଆରପାରି ରେ ବରିଷ୍ଠ ବିଜେପି ନେତା ସମୀର ଦେ ।
ଭୂବନେଶ୍ଵର:ଆରପାରିରେ ବିଜେପି ର ବରିଷ୍ଠ ନେତା ସମୀର ଦେ ।୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କର ଦେହ ଅସୁସ୍ଥ ଥିବାରୁ ସେ ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…
ବିଦ୍ୟୁତ୍ ଓ ବନ ବିଭାଗର ତୃଟିପୂର୍ଣ୍ଣ ପେଟ୍ରୋଲିଙ୍ଗ୍ ପାଇଁ ଅକାଳ ରେ ମୃତ ବରଣ କଲେ ୩ ହାତୀ।
ସମ୍ବଲପୁର: ବଡ ଦୁଃଖ ର ଖବର ଆଜି ସକାଳେ ସମ୍ବଲପୁର ଜିଲ୍ଲାର ନାକଟି ଦେଉଳ ଜଙ୍ଗଲରେ ତିନୋଟି ହାତୀ ଦୁର୍ଭାଗ୍ୟ ଜନକ ଭାବରେ ମୃତ ଘଟିଛି । ବନବିଭାଗ ଓ ବିଦ୍ୟୁତ୍ କର୍ମଚାରୀଙ୍କ ପେଟ୍ରୋଲିଙ୍ଗ ତୃଟି ଯୋଗୁଁ ଏଭଳି ହୋଇଛି ବୋଲି…
ECI ଆଗରେ ବିଜେପି, କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା, ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ବିରୋଧରେ ଅଭିଯୋଗ ।
ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଚାଲିଥିବା ବିଧାନସଭା ନିର୍ବାଚନରେ ଉଭୟ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଭାରତୀୟ ଜାତୀୟ କଂଗ୍ରେସ (INC) ଦାଖଲ କରିଥିବା ଅଭିଯୋଗକୁ ଭାରତର ନିର୍ବାଚନ ଆୟୋଗ ଗ୍ରହଣ କରିଛନ୍ତି। ବିଜେପି ସଭାପତି ଜେପି ନାଡ୍ଡା ଏବଂ କଂଗ୍ରେସ…
ନିର୍ବାଚନ ପୂର୍ବରୁ ବିଜେପି ଓ ଏନ୍ ସି ପି ( ଅଜିତ୍ ପାୱାର )ମଧ୍ୟରେ ମନ ମାଳିନ
ହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ନେତା ନବାବ ମଲିକ ଶୁକ୍ରବାର ଦିନ ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥଙ୍କ “ବ୍ୟାଟେଙ୍ଗେ ଟୋଙ୍ଗ ଟେଙ୍ଗେ” ସ୍ଲୋଗାନକୁ ନିନ୍ଦା କରିଛନ୍ତି ଏବଂ ଏହାକୁ ସମ୍ପୂର୍ଣ୍ଣ ନିରର୍ଥକ ବୋଲି କହିଛନ୍ତି। ମହାରାଷ୍ଟ୍ର ସିଏମଙ୍କ…