ଭାରତ-ପାକିସ୍ଥାନ ଚମ୍ପିୟାନ ଟ୍ରଫି ମ୍ୟାଚ ପାଇଁ ଚିନ୍ତା ରେ ICICI ! ଆନ୍ତର୍ଜାତୀୟ ଆଇନ୍ ଆଶ୍ରୟ ନେଇପାରେ ପାକିସ୍ତାନ।

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ ରେ ହେବାକୁ ଥିବା ICICI ଚମ୍ପିୟାନ ଟ୍ରଫି ର ଭାରତ- ପାକିସ୍ତାନ ମ୍ୟାଚ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଯିବା ପାଇଁ ମନା କରିଛି ଭାରତ। ପାକିସ୍ତାନ ଯିବା ପାଇଁ BCCI ମନା କରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ନିଜର ଅସୋନ୍ତୋଷ ପ୍ରକାଶ କରିଛି। ପାକିସ୍ତାନ ମିଡ଼ିଆ ର ଖବର ଅନୁଯାୟୀ ଭାରତ ଯଦି ପାକିସ୍ତାନ ନଯିବ ତେବେ ଆନ୍ତର୍ଜାତୀୟ ଆଇନ୍ ର ଆଶ୍ରୟ କିମ୍ବା ଚମ୍ପିୟାନ ଟ୍ରଫି ରୁ ଓହରି ପାରେ ପାକିସ୍ତାନ। ଆନ୍ତର୍ଜାତୀୟ ମିଡ଼ିଆ ର ଖବର ଅନୁଯାୟୀ ICICI ଭାରତ – ପାକିସ୍ତାନ ମ୍ୟାଚ ପାଇଁ ନୂତନ ଭେନ୍ୟୁ ପାଇଁ ଚିନ୍ତା କରୁଛି। ଆଶା କରାଯାଉଛି ପାକିସ୍ତାନ – ଭାରତ ମ୍ୟାଚ UAE କିମ୍ବା ସାଉଥ୍ ଆଫ୍ରିକା ରେ ଖେଳା ଯାଇପାରେ।

  • Related Posts

    ଚାମ୍ପିଅନ ଟ୍ରଫି 2025 ରେ ଭାରତ ଏବଂ ପାକିସ୍ତାନର ସମସ୍ୟାର ସମାଧାନ ହୋଇଛି।

    ଇଂଲଣ୍ଡ ଖେଳାଳିମାନେ PSL 2025 ର ଅଂଶ ହେବେ: ଚାମ୍ପିଅନ ଟ୍ରଫି 2025 ରେ ଭାରତ ଏବଂ ପାକିସ୍ତାନର ସମସ୍ୟାର ସମାଧାନ ହୋଇଛି। ଏହି ସମୟରେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏବଂ ପାକିସ୍ତାନ ସୁପର ଲିଗର କାର୍ଯ୍ୟସୂଚୀ ସଂଘର୍ଷ ବିଷୟରେ ମଧ୍ୟ…

    ମେଲବର୍ଣ୍ଣରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିବ ବୋଲି ୱାଶିଂଟନ୍ ସୁନ୍ଦର କହିଛନ୍ତି।

    ବକ୍ସିଂ ଡେ ଟେଷ୍ଟରେ ଭାରତ ପ୍ରତ୍ୟାବର୍ତ୍ତନ ବିଷୟରେ ୱାଶିଂଟନ୍ ସୁନ୍ଦର ଆଶାବାଦୀ: ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଦ୍ୱିତୀୟ ଦିନ ଶେଷ ହେବା ପରେ ଟିମ୍ ଇଣ୍ଡିଆ ଭଲ ସ୍ଥିତିରେ ନଥିଲା। ଦ୍ୱିତୀୟ ଦିନ ଶେଷ…

    Leave a Reply

    Your email address will not be published. Required fields are marked *