ମୁଦା ମାମଲା: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିର୍ଦ୍ଧରମୟଙ୍କୁ ଲୋକାୟତ ପୋଲିସ ଦ୍ଵାରା ପ୍ରାୟ ଦୁଇଘଣ୍ଟା ଧରି ମୟସୁର ରେ ପ୍ରଶ୍ନକଲେ !

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମ ୟାଙ୍କୁ ତାଙ୍କ ପତ୍ନୀ ପାର୍ବତୀଙ୍କୁ ମିସୁରୁ ନଗର ଉନ୍ନୟନ ପ୍ରାଧିକରଣ (MUDA) ଦ୍ୱାରା କ୍ଷତିପୂରଣ ସ୍ଥାନ ଆବଣ୍ଟନ ଅଭିଯୋଗରେ ପ୍ରାୟ ଦୁଇ ଘଣ୍ଟା ଧରି ଲୋକାୟୁକ୍ତ ପୋଲିସ ପଚରାଉଚରା କରିଥିଲା। ସୂଚନା ମୁତାବକ ନଭେମ୍ବର ୬ ତାରିଖ ଦିନ ସିର୍ଦ୍ଧରମୟ ଓ ତାଙ୍କ ପତ୍ନୀ ଏକ ଘରୋଇ ଗାଡ଼ି ସାହାଯ୍ୟରେ ମହିଶୂର ଦେୱନା ରୋଡ଼ ସ୍ଥିତ ଲୋକାୟତ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ , ତାଙ୍କୁ ଲୋକାୟତ ପୋଲିସ ଅଧିକାରୀ ମାନେ ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରଶ୍ନ କରିଥିଲେ ।

 

  • Related Posts

    ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାସ୍ ସେଲ୍‌ରେ ଶସ୍ତା ଟିକେଟ୍ |

    ଏୟାର ଇଣ୍ଡିଆ ଫ୍ଲାସ୍ ସେଲ୍: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏକ ‘ଫ୍ଲାସ୍ ସେଲ୍’ ଘୋଷଣା କରିଛି ଏବଂ ୧୪୯୮ ଟଙ୍କାରୁ ଆରମ୍ଭ ହେଉଥିବା ଟିକେଟ୍ ମୂଲ୍ୟ ସହିତ, ଆପଣ ୧୫୦୦ ଟଙ୍କାରୁ କମ୍ ମୂଲ୍ୟରେ ବିମାନ ଯାତ୍ରା କରିପାରିବେ। ବିମାନ ଯାତ୍ରୀମାନେ…

    ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ।

    ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହ: ଜାନୁଆରୀ 20 ତାରିଖରେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ଶପଥ ଗ୍ରହଣ ଉତ୍ସବରେ ବିଶ୍ୱର ଅନେକ ବଡ଼ ନେତା ଯୋଗଦେବେ। ଅନ୍ୟପକ୍ଷରେ, ଭାରତ ପକ୍ଷରୁ,…

    Leave a Reply

    Your email address will not be published. Required fields are marked *