
ଉତ୍ତର ପ୍ରଦେଶ: ଆଜି ସକାଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସମ୍ବାଲ ହିଂସାକାଣ୍ଡ ଅଞ୍ଚଳ କୁ ଗସ୍ତ ଥିବା ସମୟରେ ଗାଜିପୁର ସୀମାର ତାଙ୍କୁ ଅଟକ ରଖାଯାଇଛି । ଗାଜିପୁର ସୀମାରେ ଅନ୍ୟ କଂଗ୍ରେସ ନେତା ଓ କର୍ମୀ ମାନଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।
ଶେଷ ଖବର ମୁତାବକ ରାହୁଲ ଗାନ୍ଧୀ ତାଙ୍କୁ ଏକାକୀ ସମ୍ବଲ ଯିବାକୁ ଅନୁମତି ଦେବାକୁ ପୋଲିସକୁ ଅନୁରୋଧ କରିଛନ୍ତି
କଂଗ୍ରେସ ନେତାମାନଙ୍କୁ ଗାଜିପୁର ସୀମାରେ ଅଟକାଇବା ପରେ ରାହୁଲ ଗାନ୍ଧୀ ପୋଲିସକୁ ତାଙ୍କୁ ଏକାକୀ ସମ୍ବଲ ଯିବାକୁ ଦିଅନ୍ତୁ ବୋଲି କହିଥିଲେ।