ନୂଆଦିଲ୍ଲୀ : ଦିନ କୁ ଦିନ ଅନଲାଇନ ଟ୍ରେଡିଙ୍ଗ ଓ ଗେମିଙ୍ଗ୍ ଅଳ୍ପ ଲାଭ ଦେଖାଇ ପ୍ରଚୁର ଧନ ଲୁଟିବା ରେ ଏକ ମାଧ୍ୟମ ରୂପେ ବାଛିନେଲେଣି ସ୍କାମର ମାନେ । ଜଣେ ଡାକ୍ତର ଙ୍କ ନିକଟରେ ପ୍ରଥମେ ସାଇବର ସ୍କାମରମାନେ traders ମାନଙ୍କୁ tag କରି ସେମାନଙ୍କୁ ଅଳ୍ପ ରୁ ବହୁତ ଲୋଭ ଦେଖାଇ ସେମାନଙ୍କ ଠାରୁ ଲୁଟୁଛନ୍ତି।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଣେ ଡାକ୍ତର ଙ୍କ ପକ୍ଷରେ । ହ୍ୱାଟ୍ସଆପ୍ ଗ୍ରୁପ୍ରେ ଡାକ୍ତର ଅର୍ଥାତ୍ ପୀଡ଼ିତ ୟୁଜରଙ୍କୁ ଅନଲାଇନ୍ ଟ୍ରେଡିଂ ବିଷୟରେ ବେସିକ୍ ସୂଚନା ଦିଆଗଲା। ଏଥିରେ ଏହି ଗ୍ରୁପ୍ ଉପରେ ଡାକ୍ତରଙ୍କର ଭରସା ଆହୁରି ବଢିଗଲା ,scammer ମାନେ fake account WhatsApp group ଖୋଲି ଜଣେ ଡାକ୍ତର କୁ ଫସାଇ ଏଥିରେ ତାକୁ କିଛି କିଛି ଲୋଭ ଦେଖାଇ ଅଳ୍ପ ଅଳ୍ପ ପଇସା ରୁ ଅଧିକ ଲାଭ ଦେଇ । ଶେଷ ରେ ଗୋଟେ ବଡ଼ amount trading କରିବା ପାଇଁ କହିଥିଲେ । ନୂଆ account ଖୋଲିବା ପାଇଁ ମଧ୍ୟ କହିଥିଲେ । ସେଥିରେ ସେ ଡାକ୍ତର ବି 3 ସପ୍ତାହ ମଧ୍ୟରେ 76ଲକ୍ଷ୍ୟ 50 ହଜାର deposit କରିଥିଲେ କିଛି ଦିନ ପରେ 50ଲକ୍ଷ୍ୟ withdraw କରିବାକୁ ଗଲା ବେଳ କୁ withdraw ହେଲାନି। ଯେଉଁ ନୂତନ ଏକାଉଣ୍ଟ୍ ଖୋଲି ପଇସା ଜମା ରଖିଥିଲେ ସେହି ଏକାଉଣ୍ଟ୍ ଟି ବନ୍ଦ ହୋଇ ଯାଇଥିଲା ।