ଭୂବନେଶ୍ଵର : ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପାଇଁ ସରକାର ନିଷ୍ପତି ନେଇଛନ୍ତି, ମୂଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅନୁପ୍ରବେଶକାରୀ ଙ୍କ ସଂଖ୍ୟା ଅଧିକ ଥିବାର ଅନୁମାନ କରାଯାଉଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭୂବନେଶ୍ଵର ଓ ବାଲେଶ୍ଵର ର ସମସ୍ତ ଜିଲ୍ଲାପାଳ ଓ SP ଏହାର ଦାୟିତ୍ଵ ଦିଆଯାଇଛି। ସମସ୍ତ ବ୍ଲକ୍ , ତହସିଲ ଓ ଥାନା ମାନଙ୍କରେ ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ଏକ ସ୍ଵତନ୍ତ୍ର କମିଟି ଗଠନ କରାଯିବ, କେଉଁ ଅଞ୍ଚଳ ରେ କେତେ ସଂଖ୍ୟକ ଅନୁପ୍ରବେଶକାରୀ କେବେଠାରୁ ରହୁଛନ୍ତି ଏହାର ସର୍ବିଶେଷ ତଥ୍ୟ ସରକାରଙ୍କ ପାଖରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି !
ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାସ୍ ସେଲ୍ରେ ଶସ୍ତା ଟିକେଟ୍ |
ଏୟାର ଇଣ୍ଡିଆ ଫ୍ଲାସ୍ ସେଲ୍: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏକ ‘ଫ୍ଲାସ୍ ସେଲ୍’ ଘୋଷଣା କରିଛି ଏବଂ ୧୪୯୮ ଟଙ୍କାରୁ ଆରମ୍ଭ ହେଉଥିବା ଟିକେଟ୍ ମୂଲ୍ୟ ସହିତ, ଆପଣ ୧୫୦୦ ଟଙ୍କାରୁ କମ୍ ମୂଲ୍ୟରେ ବିମାନ ଯାତ୍ରା କରିପାରିବେ। ବିମାନ ଯାତ୍ରୀମାନେ…