Site icon Enews Odia

ଭାରତ-ପାକିସ୍ଥାନ ଚମ୍ପିୟାନ ଟ୍ରଫି ମ୍ୟାଚ ପାଇଁ ଚିନ୍ତା ରେ ICICI ! ଆନ୍ତର୍ଜାତୀୟ ଆଇନ୍ ଆଶ୍ରୟ ନେଇପାରେ ପାକିସ୍ତାନ।

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ ରେ ହେବାକୁ ଥିବା ICICI ଚମ୍ପିୟାନ ଟ୍ରଫି ର ଭାରତ- ପାକିସ୍ତାନ ମ୍ୟାଚ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଯିବା ପାଇଁ ମନା କରିଛି ଭାରତ। ପାକିସ୍ତାନ ଯିବା ପାଇଁ BCCI ମନା କରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ନିଜର ଅସୋନ୍ତୋଷ ପ୍ରକାଶ କରିଛି। ପାକିସ୍ତାନ ମିଡ଼ିଆ ର ଖବର ଅନୁଯାୟୀ ଭାରତ ଯଦି ପାକିସ୍ତାନ ନଯିବ ତେବେ ଆନ୍ତର୍ଜାତୀୟ ଆଇନ୍ ର ଆଶ୍ରୟ କିମ୍ବା ଚମ୍ପିୟାନ ଟ୍ରଫି ରୁ ଓହରି ପାରେ ପାକିସ୍ତାନ। ଆନ୍ତର୍ଜାତୀୟ ମିଡ଼ିଆ ର ଖବର ଅନୁଯାୟୀ ICICI ଭାରତ – ପାକିସ୍ତାନ ମ୍ୟାଚ ପାଇଁ ନୂତନ ଭେନ୍ୟୁ ପାଇଁ ଚିନ୍ତା କରୁଛି। ଆଶା କରାଯାଉଛି ପାକିସ୍ତାନ – ଭାରତ ମ୍ୟାଚ UAE କିମ୍ବା ସାଉଥ୍ ଆଫ୍ରିକା ରେ ଖେଳା ଯାଇପାରେ।

Exit mobile version