ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ ରେ ହେବାକୁ ଥିବା ICICI ଚମ୍ପିୟାନ ଟ୍ରଫି ର ଭାରତ- ପାକିସ୍ତାନ ମ୍ୟାଚ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଯିବା ପାଇଁ ମନା କରିଛି ଭାରତ। ପାକିସ୍ତାନ ଯିବା ପାଇଁ BCCI ମନା କରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ନିଜର ଅସୋନ୍ତୋଷ ପ୍ରକାଶ କରିଛି। ପାକିସ୍ତାନ ମିଡ଼ିଆ ର ଖବର ଅନୁଯାୟୀ ଭାରତ ଯଦି ପାକିସ୍ତାନ ନଯିବ ତେବେ ଆନ୍ତର୍ଜାତୀୟ ଆଇନ୍ ର ଆଶ୍ରୟ କିମ୍ବା ଚମ୍ପିୟାନ ଟ୍ରଫି ରୁ ଓହରି ପାରେ ପାକିସ୍ତାନ। ଆନ୍ତର୍ଜାତୀୟ ମିଡ଼ିଆ ର ଖବର ଅନୁଯାୟୀ ICICI ଭାରତ – ପାକିସ୍ତାନ ମ୍ୟାଚ ପାଇଁ ନୂତନ ଭେନ୍ୟୁ ପାଇଁ ଚିନ୍ତା କରୁଛି। ଆଶା କରାଯାଉଛି ପାକିସ୍ତାନ – ଭାରତ ମ୍ୟାଚ UAE କିମ୍ବା ସାଉଥ୍ ଆଫ୍ରିକା ରେ ଖେଳା ଯାଇପାରେ।
ଚାମ୍ପିଅନ ଟ୍ରଫି 2025 ରେ ଭାରତ ଏବଂ ପାକିସ୍ତାନର ସମସ୍ୟାର ସମାଧାନ ହୋଇଛି।
ଇଂଲଣ୍ଡ ଖେଳାଳିମାନେ PSL 2025 ର ଅଂଶ ହେବେ: ଚାମ୍ପିଅନ ଟ୍ରଫି 2025 ରେ ଭାରତ ଏବଂ ପାକିସ୍ତାନର ସମସ୍ୟାର ସମାଧାନ ହୋଇଛି। ଏହି ସମୟରେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏବଂ ପାକିସ୍ତାନ ସୁପର ଲିଗର କାର୍ଯ୍ୟସୂଚୀ ସଂଘର୍ଷ ବିଷୟରେ ମଧ୍ୟ…